Thursday, September 9, 2021

ତଥାପି ଖୁସି

ମାନସ ଓ ମନ୍ଥନ ବଜାରେ ହୁଅନ୍ତି ଭେଟ।
ମନ୍ଥନ; କୁଆଡ଼େ ଯାଉଛ ହୋଇ ତର ତର।
ମାନସ; ଜୀବନରେ ସମୟର ଭାରି ଅଭାବ।
ମନ୍ଥନ; ଅଭାବ ଭିତରେ ସ୍ୱଭାବ ରଖ।
ମାନସ; ଆଜି ମୋ ସ୍ୱଭାବ ହେଲା ଜାଗ୍ରତ।
ମନ୍ଥନ; ସମୟ ଅଭାବ ସଂକ୍ଷେପରେ କୁହ।
ମାନସ; ଆଜି ମୋ ପୁଅର ଜନ୍ମଦିନେ ଆଣିଚି ଉପହାର।
ମନ୍ଥନ; ଧନ୍ୟବାଦ ଧନ୍ୟବାଦ ସମୟକୁ କଲ ସଦୁପଯୋଗ।
ମାନସ; ଦେବି ଉପହାର ଆଜି ସଙ୍ଗୀତ ସଂଭବ "ଗିଟାର"
                          JP CREATIVE ART
                         ବିନୋଦ କୁମାର ପତି
                        କଟକ-ସଦର