Monday, January 9, 2017

ମୁଁ ନୁହେଁ ତମେ

ଭଗବାନ
ଦୀପଟିଏ କଲ,ସଳିତା ବି ଦେଲ,ଘିଅ ବି ଦେଲ
ସମାଜ କୁ ଆଲୋକିତ କରିବାକୁ
ଅଗ୍ନିଶିଖା ଟିଏ ବି ଦବ। ତୁମେ ଇଶ୍ୱର 

No comments:

Post a Comment